୧୯୪୩

ଶତାବ୍ଦୀ: 19th ଶତାବ୍ଦୀ – 20th ଶତାବ୍ଦୀ – 21st ଶତାବ୍ଦୀ
ଦଶନ୍ଧି: ୧୯୧୦ ଦଶକ  ୧୯୨୦ ଦଶକ  ୧୯୩୦ ଦଶକ  – ୧୯୪୦ ଦଶକ –  ୧୯୫୦ ଦଶକ  ୧୯୬୦ ଦଶକ  ୧୯୭୦ ଦଶକ
ବର୍ଷ:   ୧୯୪୦  ୧୯୪୧  ୧୯୪୨୧୯୪୩ –  ୧୯୪୪  ୧୯୪୫  ୧୯୪୬

୧୯୪୩ (MCMXLIII) ଗ୍ରେଗୋରି ପାଞ୍ଜି ଅନୁସାରେ ଶୁକ୍ରବାର ଦିନ ଆରମ୍ଭ ହେଇଥିବା ଏକ ସାଧାରଣ ବର୍ଷ, ମସିହା (Common Era- CE) ଓ ଖ୍ରୀଷ୍ଟାବ୍ଦ (Anno Domini- AD) ମାନ୍ୟତା ଅନୁସାରେ 1943rd ବର୍ଷ, 2nd ଶହସ୍ରାବ୍ଦର 943rd ବର୍ଷ, 20th ଶତାବ୍ଦୀର 43rd ବର୍ଷ, ଏବଂ ୧୯୪୦ ଦଶକର 4th ବର୍ଷ ଥିଲା ।

ଘଟଣା

ଅକ୍ଟୋବର-ଡିସେମ୍ବର

ଜନ୍ମ

ଅକ୍ଟୋବର-ଡିସେମ୍ବର

ମୃତ୍ୟୁ

ଅପ୍ରେଲ

ଅପ୍ରେଲ ମାସ ଜୁଲିଆନ ଓ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ବର୍ଷର ଚତୁର୍ଥ ମାସ । ଲାଟିନ୍‌ ଶବ୍ଦ ଏପ୍ରିଲିସ୍‌ରୁ ଅପ୍ରେଲ ମାସର ନାମକରଣ କରାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ

ଉତ୍କଳ ବିଶ୍ୱବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ତଥା ଭାରତର ସତରତମ ପୁରାତନ ବିଶ୍ୱବିଦ୍ୟାଳୟ ଅଟେ। ବାଣୀ ବିହାର ଭାବେ ପରିଚିତ ଏହାର ୩୯୯.୯ ଏକର ପରିମିତ ଏହାର ପରିସରଟି ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ। ଏହି ବିଶ୍ୱବିଦ୍ୟାଳୟରେ ନିଜସ୍ୱ ଶିକ୍ଷା ବ୍ୟବସ୍ଥା ଥିବା ସାଙ୍ଗରେ ଅନ୍ୟ ବହୁ ମହାବିଦ୍ୟାଳୟ ଅନୁବନ୍ଧିତ ଭାବେ ରହିଛନ୍ତି। ଏବେ ଏହି ବିଶ୍ୱବିଦ୍ୟାଳୟରେ ୨୭ଟି ସ୍ନାତକୋତ୍ତର ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ କ୍ଷେତ୍ରରେ ଶିକ୍ଷାଦାନ କରୁଛନ୍ତି । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷା ନିର୍ଦେଶାଳୟ, ଆଇନଶିକ୍ଷା ମହାବିଦ୍ୟାଳୟ ଓ ବହୁ ସେଲ୍ଫ ଫାଇନାନ୍ସ ବିଭାଗ ମଧ୍ୟ ଅଛି । ସମ୍ପ୍ରତି ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ପ୍ରାୟ ୩୦୦୦ରୁ ଅଧିକ ଛାତ୍ର ପଢୁଛନ୍ତି। ଗତ ଅଡ଼ଷଠି ବର୍ଷଧରି ବାଣୀବିହାର ଶିକ୍ଷା କ୍ଷେତ୍ରରେ ଯୋଗଦାନ କରିଆସୁଛି ।

ଚିନ୍ତାମଣି ମହାନ୍ତି

ଚିନ୍ତାମଣି ମହାନ୍ତି ଓଡ଼ିଶା ୧୮୬୭ରେ ଜନ୍ମିତ ଜଣେ ଓଡ଼ିଆ କବି ଓ ଲେଖକ ।

ନରେନ୍ଦ୍ର କୁମାର ବେହେରା

ନରେନ୍ଦ୍ର କୁମାର ବେହେରା ଓଡ଼ିଆ କଥାଚିତ୍ର ଜଗତର ଜଣେ ହାସ୍ୟ ଅଭିନେତା ଥିଲେ । ଦର୍ଶକଙ୍କ ନିକଟରେ 'ନରି' ଭାବେ ବେଶି ପରିଚିତ ଥିଲେ । ହାସ୍ୟ ଅଭିନେତା ଶ୍ୟାମଳେନ୍ଦୁଙ୍କ ସହ ସେ ବହୁ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ନାରୁ ମହାନ୍ତି

ନାରୁ ମହାନ୍ତି (ଜନ୍ମ : ୧୮ ଜୁଲାଇ ୧୯୪୩), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ସେ ୧୯୯୯ ମସିହାରେ ଉପନ୍ୟାସ "ପୂର୍ବାପର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ । ମହାନ୍ତି, ୧୯୪୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ବାଲିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ସରକାରୀ ଚାକିରି କରି ସେବାନିବୃତ ହୋଇସାରିଛନ୍ତି ।

ପ୍ରତିଭା ରାୟ

ପ୍ରତିଭା ରାୟ (ଜନ୍ମ: ୨୧ ଜାନୁଆରୀ ୧୯୪୩) ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଥମ ଓଡ଼ିଆ ମହିଳା ସାହିତ୍ୟିକା ।

ସେ ଜଗତସିଂହପୁର ଜିଲ୍ଲାର ବାଲିକୁଦାଠାରେ ୨୧ ଜାନୁଆରୀ ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।

ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହେବାରେ ସେ ହେଉଛନ୍ତି ଚତୁର୍ଥ ଓଡ଼ିଆ ଏବଂ ଦେଶର ସପ୍ତମ ମହିଳା ଲେଖିକା ।

୧୯୭୪ରେ ତାଙ୍କ ପ୍ରଥମ ଉପନ୍ୟାସ 'ବର୍ଷା, ବସନ୍ତ ଓ ବୈଶାଖ' ପାଠକୀୟ ସ୍ୱୀକୃତି ଲାଭ କରିଥିଲା ।

ଶ୍ରୀମତୀ ରାୟ ତାଙ୍କର ଯାଜ୍ଞସେନୀ (୧୯୮୫) ପୁସ୍ତକ ଲାଗି ୧୯୯୦ ମସିହାରେ ଶାରଳା ପୁରସ୍କାର ଓ ୧୯୯୧ ମସିହାରେ ଦେଶର ପ୍ରଥମ ମହିଳା ଭାବେ ମୂର୍ତ୍ତୀଦେବୀ ପୁରସ୍କାର ଲାଭକରିଥିଲେ ।

ପରବର୍ତ୍ତୀ ସମୟରେ ଏହା ସାତଟି ଭାଷାରେ ଅନୁବାଦିତ ହୋଇଥିଲା ।ବିଦ୍ୟାଳୟର ଶିକ୍ଷକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ରାୟ ୧୯୯୮ ମସିହାରେ ପ୍ରାଧ୍ୟ୍ୟାପକ ଭାବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)ରେ ସଦସ୍ୟ ଭାବେ ଯୋଗଦାନ କରିଥିଲେ ।

ଭଗବତୀ ଚରଣ ପାଣିଗ୍ରାହୀ

ଭଗବତୀ ଚରଣ ପାଣିଗ୍ରାହୀ (୧ ଫେବୃଆରୀ ୧୯୦୮‌- ୨୩ ଅକ୍ଟୋବର, ୧୯୪୩) ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।

ରଘୁନାଥ ମହାପାତ୍ର

ରଘୁନାଥ ମହାପାତ୍ର (ଜନ୍ମ ୨୩ ମାର୍ଚ୍ଚ ୧୯୪୩) ଜଣେ ଓଡ଼ିଆ ସ୍ଥପତି (ପଥର ଶିଳ୍ପୀ) । ସେ ୧୯୪୩ ମସିହା ମାର୍ଚ୍ଚ ୨୩ତାରିଖରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡି ପଥରରେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଦେଇଥିଲେ । ୧୮ ବର୍ଷ ବୟସରେ ସେ ପୁରୀ ଛାଡ଼ି, ଭୁବନେଶ୍ୱର ଚାଲି ଆସିଥିଲେ ଓ ସେ ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ । ଖୁବ କମ ବୟସରୁ ପ୍ରତିଷ୍ଠାଲାଭ କରିଥିବା ରଘୁନାଥ ମହାପାତ୍ରଙ୍କୁ ୧୯୭୬ ମସିହାରେ ମାତ୍ର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସେ ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀ ଗ୍ରାମ ଓ "ରଘୁନାଥ କ୍ରାଫ୍ଟସ୍"ର ପ୍ରତିଷ୍ଠାତା । ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୂଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ଭାରତ ସାରା ଅନେକ ମନ୍ଦିର ନିର୍ମାଣ କରିଛନ୍ତି ।

୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି ।

୧ ଅକ୍ଟୋବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଅକ୍ଟୋବର ବର୍ଷର ୨୭୪ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୭୫ତମ) । ବର୍ଷ ଶେଷ ହେବା ପାଇଁ ଆଉ ୯୧ ଦିନ ବାକି ଅଛି ।

୧ ଜାନୁଆରୀ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ଜାନୁଆରୀ ବର୍ଷର ପ୍ରଥମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୬୪ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୬୫ ଦିନ ) ।

୧ ମାର୍ଚ୍ଚ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧ ମାର୍ଚ୍ଚ ବର୍ଷର ୬୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୬୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୦୫ ଦିନ ବାକି ଅଛି ।

୧୧ ମଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୧ ମଇ ବର୍ଷର ୧୩୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୧୩୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୩୪ ଦିନ ବାକି ଅଛି ।

୧୪ ଅକ୍ଟୋବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୪ ଅକ୍ଟୋବର ବର୍ଷର ୨୮୭ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୮୮ତମ) । ବର୍ଷ ଶେଷ ହେବା ପାଇଁ ଆଉ ୭୮ ଦିନ ବାକି ଅଛି ।

୧୬ ମାର୍ଚ୍ଚ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୬ ମାର୍ଚ୍ଚ ବର୍ଷର ୭୫ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୭୬ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୯୦ ଦିନ ବାକି ଅଛି ।

୧୭ ଡିସେମ୍ବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୧୭ ଡିସେମ୍ବର ବର୍ଷର ୩୫୧ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୫୨ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୪ ଦିନ ବାକି ଅଛି ।

୨୧ ଜାନୁଆରୀ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଜାନୁଆରୀ ବର୍ଷର ୨୧ତମ ଦିବସ ଅଟେ । ବର୍ଷ ଶେଷ ହେବା ପାଇଁ ଆଉ ୩୪୪ ଦିନ ବାକି ଅଛି (ଅଧିବର୍ଷ ଗୁଡ଼ିକରେ ୩୪୫ ଦିନ ) ।

୨୨ ନଭେମ୍ବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୨ ନଭେମ୍ବର ବର୍ଷର ୩୨୬ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୩୨୭ତମ) । ବର୍ଷ ଶେଷ ହେବା ପାଇଁ ଆଉ ୩୯ ଦିନ ବାକି ଅଛି ।

୨୮ ଜୁଲାଇ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୮ ଜୁଲାଇ ବର୍ଷର ୨୦୯ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୧୦ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୫୬ ଦିନ ବାକି ଅଛି ।

୭ ସେପ୍ଟେମ୍ବର

ଗ୍ରେଗୋରୀ ପାଞ୍ଜି ଅନୁସାରେ ୭ ସେପ୍ଟେମ୍ବର ବର୍ଷର ୨୫୦ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୫୧ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୧୫ ଦିନ ବାକି ଅଛି ।

୮ ଅପ୍ରେଲ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୮ ଅପ୍ରେଲ ବର୍ଷର ୯୮ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୯୯ତମ) । ବର୍ଷ ଶେଷ ହେବା ପାଇଁ ଆଉ ୨୬୭ ଦିନ ବାକି ଅଛି ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.