୧୩୨

ଶତାବ୍ଦୀ: 1st ଶତାବ୍ଦୀ – 2nd ଶତାବ୍ଦୀ – 3rd ଶତାବ୍ଦୀ
ଦଶନ୍ଧି: ୧୦୦ ଦଶକ  ୧୧୦ ଦଶକ  ୧୨୦ ଦଶକ  – ୧୩୦ ଦଶକ –  ୧୪୦ ଦଶକ  ୧୫୦ ଦଶକ  ୧୬୦ ଦଶକ
ବର୍ଷ:   ୧୨୯  ୧୩୦  ୧୩୧୧୩୨ –  ୧୩୩  ୧୩୪  ୧୩୫

୧୩୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

ଘଟଣା

ଅକ୍ଟୋବର-ଡିସେମ୍ବର

ଜନ୍ମ

ଅକ୍ଟୋବର-ଡିସେମ୍ବର

ମୃତ୍ୟୁ

ଆନନ୍ଦପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଆନନ୍ଦପୁର (କ୍ରମିକ ସଂଖ୍ୟା: ୨୨) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଆନନ୍ଦପୁର (ପୌ), ହାଟଡିହି ବ୍ଳକ ଓ ଆନନ୍ଦପୁର ବ୍ଳକର କିଛି ଅଂଶ ।ଗତ ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କ ଠାରୁ ୪୪,୧୯୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ।ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମାୟାଧର ଜେନା ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କ ଠାରୁ ୨୨୨୨୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାଗିରଥୀ ସେଠୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କଠାରୁ ୨୩,୮୦୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।

ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା

ଓଡ଼ିଶାର ୧୪୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଓ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ସଭ୍ୟମାନଙ୍କ ତାଲିକା ।ସୂଚନା:

ବି: ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌ: ପୌର ପରିଷଦ, ମ: ମହାନଗର ନିଗମ

* ଚିହ୍ନିତ ସଭ୍ୟମାନେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଦଳ ତରଫରୁ ନିର୍ବାଚନ ଜିତିଥିଲେ ।

କଙ୍ଗୋ

କଙ୍ଗୋ ପଶ୍ଚିମ ଆଫ୍ରିକାରେ ଥିବା ଏକ ଦେଶ।

କୁଚିଣ୍ଡା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

କୁଚିଣ୍ଡା (କ୍ରମିକ ସଂଖ୍ୟା: ୧୫) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କୁଚିଣ୍ଡା (ବି), କୁଚିଣ୍ଡା ବ୍ଳକ, ବାମରା ବ୍ଳକ ଓ ଯମନକିରା ବ୍ଳକ ।ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନାରାୟଣ ନାୟକ ବିଜୁ ଜନତା ଦଳ ପ୍ରାର୍ଥୀ ଭୁବନେଶ୍ୱର କିଷାନଙ୍କ ଠାରୁ ୨୨୦୬୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଛତ୍ରିଆ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରବିନାରାୟଣ ନାୟକଙ୍କଠାରୁ ୧୨,୭୧୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ଗଞ୍ଜାମ ଜିଲ୍ଲା

ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ ।

ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ।

ଗୋପାଳପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଗୋପାଳପୁର (କ୍ରମିକ ସଂଖ୍ୟା: ୧୩୨) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।

ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଗୋପାଳପୁର (ବି), ରଙ୍ଗେଇଲୁଣ୍ଡା ବ୍ଳକ, କୁକୁଡ଼ାଖଣ୍ଡି ବ୍ଳକର କିଛି ଅଞ୍ଚଳ ଓ ବ୍ରହ୍ମପୁର (ପୌ)ର କିଛି ଅଞ୍ଚଳ ।ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଷ୍ଣୁଭୂଷଣ ଜେନାଙ୍କ ଠାରୁ ୨୦୧୧୨ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡ. ତ୍ରିନାଥ ବେହେରାଙ୍କଠାରୁ ୧୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।

ତୁମଗାଁ ଓ ଅନ୍ୟାନ୍ୟ କବିତା

ତୁମଗାଁ ଓ ଅନ୍ୟାନ୍ୟ କବିତା ମନୋଜ ଦାସଙ୍କ ରଚିତ କବିତା ଗୁଡ଼ିକର ଏକ କବିତା ସଂକଳନ । ଏହା ୧୯୯୨ ମସିହାରେ ପ୍ରକାଶିତ ହୋଇଥିଲା ।

ଶ୍ରୀରାଧା

ଶ୍ରୀରାଧା, ୧୯୮୪ରେ ରମାକାନ୍ତ ରଥଙ୍କଦ୍ୱାରା ରଚିତ ଏକ କବିତା ସଙ୍କଳନ । କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି । ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି ।

ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।

ସତନାମ ସିଂ ଭମରା

ସତନାମ ସିଂ ଭମରା ଭାରତର ମୁଖ୍ୟ ବାସ୍କେଟବଲ ଖେଳାଳୀ ଅଟନ୍ତି ଯିଏ, ଆମେରିକାର "ରାଷ୍ଟ୍ରୀୟ ବାସ୍କେଟବଲ ଆସୋସିଏସନ" (NBA)ରେ ୨୫ ଜୁନ ୨୦୧୫ ମସିହାରେ ଚୟନ ହୋଇଥିଲେ । ସେଠାରେ ଏହି ପ୍ରତିଷ୍ଠା ଟିମରେ ବଛା ଯାଇଥିବା ପ୍ରଥମ ଖିଲାଡ଼ୀ "ସିଂ ଭମରା" ଅଟନ୍ତି । ତାଙ୍କର ଜନ୍ମ ୧୦ ଡିସେମ୍ବର ୧୯୯୫ ମସିହାରେ ଭାରତ, ପଞ୍ଜାବ ରାଜ୍ୟର ଜିଲ୍ଲା ବରନାଲାର ବଲ୍ଲୋ ଗ୍ରାମରେ ହୋଇଥିଲା । ଶ୍ରୀ ଭମରାଙ୍କ ଉଚ୍ଚତା ୭ ଫୁଟ ୨ ଇଞ୍ଚ ଏବଂ ଓଜନ ୧୩୨ k.g ଅଟେ । ସିଂ ୨୦୧୦ ମସିହାରେ ଆମେରିକା ଚାଲିଗଲେ । ୨୦୧୪-୧୫ ମସିହାରେ ଆଇ.ଏମ.ଜି ଏକାଡେମୀ ତରଫରୁ (IMG Academy) ଖେଳି ୨୦ ମିନିଟରେ ପ୍ରତି ଗେମ ଔସତ ୯.୨ ପଏଣ୍ଟ, ୮.୪ ରିବୋଣ୍ଡ, ୨.୨ ବ୍ଲୋକ୍ ବନେଇଥିଲେ ।

ସତୀ ଅନୁସୂୟା

ସତୀ ଅନୁସୂୟା, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜି. ପି. ମାଲ୍ୟା ଓ ଶ୍ରୀରାମୁଲୁ । ସୌଭାଗ୍ୟ ଚନ୍ଦ୍ର ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏ. ସଞ୍ଜୀବ ରାଓ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚକ୍ରପାଣି, ରୋଜା ରମଣୀ, ମହାଶ୍ୱେତା ରାୟ, ନରେନ୍ଦ୍ର ମିଶ୍ର, ରିତା ଚାନ୍ଦ, ପୀର ମିଶ୍ର, ସ୍ୱରୂପ ନାୟକ, ଶରତ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୧୨୯

୧୨୯ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୩୦

୧୩୦ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୩୧

୧୩୧ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୩୩

୧୩୩ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୩୪

୧୩୪ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୩୫

୧୩୫ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |

୧୬ଶ ଓଡ଼ିଶା ବିଧାନ ସଭା

୧୬ଶ ଓଡ଼ିଶା ବିଧାନ ସଭା, ୨୦୧୯ ମସିହାରୁ ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁଅଛି ।

୨୧ ଅଗଷ୍ଟ

ଗ୍ରେଗୋରୀ ପାଞ୍ଜି ଅନୁସାରେ ୨୧ ଅଗଷ୍ଟ ବର୍ଷର ୨୩୩ତମ ଦିବସ ଅଟେ (ଅଧିବର୍ଷ ଗୁଡ଼ିକରେ - ୨୩୪ତମ) । ବର୍ଷ ଶେଷ ହେବା ପାଇଁ ଆଉ ୧୩୨ ଦିନ ବାକି ଅଛି ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.