ସାଇପ୍ରସ

ସାଇପ୍ରସ ଇଉରୋପଏସିଆରେ ଥିବା ଏକ ଦେଶ।

Flag of Cyprus
ସାଇପ୍ରସ ପତାକା
EU-Cyprus
ସାଇପ୍ରସ ଅବସ୍ଥିତି
ଉତ୍ତର ସାଇପ୍ରସ

ଉତ୍ତର ସାଇପ୍ରସ ଦକ୍ଷିଣ-ପଶ୍ଚିମ ଏସିଆରେ ଥିବା ଏକ ଦେଶ।

ନିକୋସିଆ

ନିକୋସିଆ, ସାଇପ୍ରସର ରାଜଧାନୀ ।

ଶିବେଲ୍ ଶିବର୍

ଶିବେଲ୍ ଶିବର୍(ଜନ୍ମ୧୩ ଡିସେମ୍ବର,୧୯୬୦)ଜଣେ ତୁର୍କିସ ରାଜନେତ୍ରୀ। ୨୦୧୩ ଜୁନ୍ 13ରୁ ୨ ସେପ୍ଟେମ୍ବର ୨୦୧୩ ଯାଏଁ ଇସ୍ରେନ ସରକାର ଭଙ୍ଗ ସମୟରେ ସେ ଉତ୍ତର ସାଇପ୍ରସରେ ପ୍ରଧାନ ମନ୍ତ୍ରୀ ରୂପେ ଦାଇତ୍ୱ ତୁଲାଇଥଲେ।ସେ ସେହି ପଦବୀ ଗ୍ରହଣ କରିଥିବା ପ୍ରଥମ ନାରୀ ଅଟନ୍ତି। ନଭେମ୍ବର ୨୦୧୫ରେ ସେ ଉତ୍ତର ସାଇପ୍ରସ ବିଧାନ ସଭାର ମୁଖ୍ୟ ବକ୍ତା ରୂପେ ଦାଇତ୍ୱ ନେଇଥିଲେ।ସେହି ପଦବୀରେ ଆସିଥିବା ସେ ଦ୍ୱିତୀୟ ମହିଳା।

ଶୈଳ ନିବାସ

ପର୍ବତ , କିମ୍ବା ପର୍ବତାବଳୀ ନିକଟରେ ନିକଟ ବର୍ତୀ ଉପତ୍ୟକା ଠାରୁ ଉଛରେ ଥିବା ବସତିକୁ ଶୈଳନିବାସ କୁହାଯାଇଥାଏ । ମୁଖ୍ଯତଃ ଇଉରୋପୀୟ ମାନେ ଏସିୟଦେଶ ମାନଙ୍କୁ ଶାସନ କରୁଥିବା ସମୟରେ ଗ୍ରୀଷ୍ମ କଳାରେ ଗରମରୁ ରକ୍ଷ୍ୟା ପାଇବାକୁ ଓ ଛୁଟି ଉପଭୋଗ କରିବାକୁ ଅନେକ ଗୁଡିଏ ଯୋଗ୍ୟ ସ୍ଥାନ ବାଛି ଶୈଳ ନିବାସ ଉନ୍ନୟନ କରିଥିଲେ । ଅନେକାଂଶ ଶୈଳ ନିବାସ ସମୁଦ୍ରପତ୍ତନ ଠାରୁ ୩,୫୦୦ ଫୁଟରୁ ୭,୦୦୦ ବା ତହଠୁ ବେଶୀ ଉଛରେ ଥାଏ।

ଷଢ଼େଇଖଳା-ଖରସୁଆଁ ଜିଲ୍ଲା

ଷଢ଼େଇଖଳା-ଖରସୁଆଁ (ହିନ୍ଦୀ : सराइकेला खरसावाँ जिला, ଇଂରାଜୀ: Saraikela-Kharasawan District); ଭାରତର ଝାଡ଼ଖଣ୍ଡ ରାଜ୍ୟ ଅନ୍ତର୍ଗତ ୨୪ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଏହା ଆଗରୁ ଷଢ଼େଇଖଳା ଗଡ଼ଜାତ ରାଜ୍ୟ ଭାବେ ଜଣାଶୁଣା ଥିଲା । ଷଢ଼େଇଖଳା ସହର ଏହି ଜିଲ୍ଲାର ସଦର ମହକୁମା । ଷଢ଼େଇଖଳା ଛଉ ନାଚ ପାଇଁ ମଧ୍ୟ ଏହା ପ୍ରସିଦ୍ଧ । ୨୦୦୧ ମସିହାରେ ଏହା ପଶ୍ଚିମ ସିଂହଭୂମି ଜିଲ୍ଲାରୁ ଅଲଗା ହେଇ ନୂଆ ଜିଲ୍ଲା ଭାବେ ପରିଚିତ ହେଲା ।

ୟୁରୋପ

ଇଉରୋପ ଏକ ମହାଦେଶ । ଏହା ପୃଥିବୀର ୨% ସ୍ଥାନ ଅଧିକାର କରିଛି । ଏସିଆ ଓ ଆଫ୍ରିକା ପରେ ଏହା ପୃଥିବୀର ତୃତୀୟ ଜନବହୁଳ ମହାଦେଶ ।

ଏସିଆର ଦେଶ ଓ ଅଞ୍ଚଳ
ସାର୍ବଭୌମ ସ୍ଵାଧୀନ ଦେଶ
ଅଣସ୍ଵିକୃତ ଦେଶ ଓ
ସ୍ଵତନ୍ତ୍ର ପ୍ରଶାସନିକ ଅଞ୍ଚଳ
ଅଧିନସ୍ଥ ସ୍ଵତନ୍ତ୍ର ଅଞ୍ଚଳ
ଇଉରୋପର ଦେଶ
ସାର୍ବଭୌମ ସ୍ଵାଧୀନ ଦେଶ
ଅଣସ୍ଵିକୃତ ଦେଶ ଓ
ସ୍ଵତନ୍ତ୍ର ପ୍ରଶାସନିକ ଅଞ୍ଚଳ
ଅଧିନସ୍ଥ ସ୍ଵତନ୍ତ୍ର ଅଞ୍ଚଳ

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.