ଭୌଗଳିକ ଦିଗବାରେଣି

ଭୌଗଳିକ ଦିଗବାରେଣି ଏକ ଦିଗବାରିବା ପ୍ରଣାଳୀ ଯାହା ପୃଥିବୀର ଯେକୌଣସି ସ୍ଥାନର ଅବସ୍ଥାନକୁ କେତୋଟି ସଂଖ୍ୟା ଯୋଡ଼ାଦ୍ୱାରା ସ୍ଥିର କରିଥାଏ । ଦିଗବାରେଣିକୁ ଏମିତି ବଛାଯାଇଥାଏ ଯେ ତାହାର ଗୋଟିଏ ସଂଖ୍ୟା ସିଧା ଅବସ୍ଥା (ଅକ୍ଷାଂଶ) ଓ ଦୁଇଟି ବା ତିନୋଟି ସଂଖ୍ୟା ଭୂସାମାନ୍ତରାଳ(ଦ୍ରାଘିମା) ସୂଚାଇଥାଏ । ସାଧାରଣତଃ ଅକ୍ଷାଂଶ, ଦ୍ରାଘିମା ଓ ସମୁଦ୍ର ପତ୍ତନରୁ ଉଚ୍ଚତାକୁ ନେଇ ଏହାକୁ ଦେଖାଯାଇଥାଏ ।[୧]

WorldMapLongLat-eq-circles-tropics-non
ପୃଥିବୀ ମାନଚିତ୍ରରେ ଅକ୍ଷାଂଶ (ଭୂସମାନ୍ତରାଳ) ଓ ଦ୍ରାଘିମା (ସିଧା) ଦେଖାଯାଇଛି, Eckert VI ପ୍ରଜେକସନ; ବଡ଼ ଭାଗ (ପି.ଡି.ଏଫ, ୩.୧୨ ଏମ.ବି)

ଦ୍ରଷ୍ଟବ୍ୟ

  1. A Guide to coordinate systems in Great Britain v1.7 October 2007 D00659 accessed 14.4.2008

ଅଧିକ ତଥ୍ୟ

ଅକ୍ଷାଂଶ

ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ୱର କୌଣିକ ପରିମାଣକୁ ଅକ୍ଷାଂଶ କୁହାଯାଏ୤ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ଅକ୍ଷାଂଶ (latitude) ଏକ ଅଟେ୤ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୁନ୍ୟ ଡିଗ୍ରୀଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ୤

ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ୤ ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ୤ ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ୤

ଦ୍ରାଘିମା

ଭୂପୃଷ୍ଠର ପ୍ରତ୍ୟେକ ସ୍ଥାନର ଗୋଟିଏ ଦ୍ରାଘିମା ଥିବାର କଳ୍ପିତ ହୋଇଅଛି । ଇଂଲଣ୍ଡର ଗ୍ରୀନୱିଚକୁ ମୁଳ ବା ପ୍ରଥମ ଦ୍ରାଘିମାରୂପେ ଗଣନା କରାଯାଏ । ଏକ ଯାମ୍ୟୋତ୍ତର ବୃତ୍ତ (meridian)ରେ ଅବସ୍ଥିତ ସମସ୍ତ ସ୍ଥାନର ଦ୍ରାଘିମା (longitude) ଏକ ଅଟେ । ଦ୍ରାଘିମା ପୁର୍ବ ଦିଗରେ ବା ପଶ୍ଚିମଦିଗରେ ଶୂନ୍ୟ ଡିଗ୍ରୀଠାରୁ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ।

ଅକ୍ଷାଂଶ(latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି । ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର । ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ।

ସମ୍ବଲପୁର ଜିଲ୍ଲା

ସମ୍ବଲପୁର ଜିଲ୍ଲା ଭାରତର ଓଡ଼ିଶାରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ସମ୍ବଲପୁର ସହର ଏହି ଜିଲ୍ଲାର ଶାସନ ମୁଖ୍ୟାଳୟ ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.