ଟ୍ୟୁନିସିଆ

ଟ୍ୟୁନିସିଆ ଉତ୍ତର ଆଫ୍ରିକାରେ ଥିବା ଏକ ଦେଶ।

Republic of Tunisia

  • الجمهورية التونسية
  • al-Jumhūriyyah at-Tūnisiyyah

  • République Tunisienne
Flag of Tunisia Coat of arms of Tunisia
ରାଷ୍ଟ୍ରାଦର୍ଶ : حرية، نظام، عدالة
"Ḥurriyyah, Niẓām, ‘Adālah"
"Liberty, Order, Justice"[୧]
ଜାତୀୟ ସଙ୍ଗୀତHumat al-Hima
Defenders of the Homeland

Tunisia ର ହାଲଚାଲ
Location of Tunisia in northern Africa.
ରାଜଧାନୀ
(and largest city)
Tunis
36°50′N 10°9′E / 36.833°N 10.150°E
ରାଜ ଭାଷା Literary Arabic[୨]
Spoken languages
  • Tunisian Arabic
  • Frencha
  • Berber
ଜାତି]କିମ୍ବା (2003)
  • 98% Arab-Berber
  • 1% European
  • ~1% Jewish, other
ଏକା ଅର୍ଥ Tunisian
ସରକାର Unitary semi-presidential republic[୨]
 -  President Moncef Marzouki
 -  Prime Minister Mehdi Jomaa
ବିଧାନମଣ୍ଡଳ Constituent Assembly
ମୂଳଦୁଆ ପଡ଼ିଲା
 -  Husainid Dynasty inaugurated 15 July 1705 
 -  Independence from France 20 March 1956 
 -  Republic declared 25 July 1957 
 -  Revolution Day 14 January 2011 
କ୍ଷେତ୍ରଫଳ
 -  ସର୍ବମୋଟ ୧,୬୩,୬୧୦ km2 (93rd)
୬୩,୧୭୦ ବର୍ଗ ମି 
 -  ଜଳଭାଗ (%) 5.0
ଲୋକସଂଖ୍ୟା
 -  2012 ଆକଳନ 10,777,500[୩] (77th)
 -  ଘନତା 63/କିମି (133rd)
୧୬୩/ବର୍ଗ ମି
ମୋଟ ଘରୋଇ ଉତ୍ପାଦ (କ୍ରୟ ଶକ୍ତି ସମାନତା) 2012 ଅନୁମାନ
 -  ସର୍ବମୋଟ $105.347 billion[୪] 
 -  ମୁଣ୍ଡପିଛା ହାର ହିସାବରେ $9,774[୪] 
ମୋଟ ଘରୋଇ ଉତ୍ପାଦ (ଆକଳନ କରାଯାଇଥିବା) 2012 ଆକଳନ
 -  ସର୍ବମୋଟ $45.611 billion[୪] 
 -  ପ୍ରତିଟି ମଣିଷ $4,232[୪] 
ଜିନି (2010) 36.1 
ମାନବ ବିକାଶ ସୂଚନାଙ୍କ (2013) 0.712 (94th)
ମୁଦ୍ରା Tunisian dinar (TND)
ସମୟ ମଣ୍ଡଳ CET (ଇଉଟିସି+1)
 -  ଖରାଦିନ (ଡ଼ିଏସଟି) not observed (ଇଉଟିସି+1)
ରାସ୍ତାର ଏପାଖରେ ଚାଲନ୍ତୁ right
ଇଣ୍ଟରନେଟ ଟିଏଲଡ଼ି
ଫୋନ କୋଡ଼ +216

ଆଧାର

  1. "Tunisia Constitution, Article 4". 1957-07-25. Archived from the original on 2006-04-06. Retrieved 2009-12-23.
  2. ୨.୦ ୨.୧ "Tunisia Constitution, Article 1". 1957-07-25. Archived from the original on 2006-04-06. Retrieved 2009-12-23. Translation by the University of Bern: "Tunisia is a free State, independent and sovereign; its religion is the Islam, its language is Arabic, and its form is the Republic."
  3. http://www.ins.nat.tn/indexen.php. Missing or empty |title= (help)
  4. ୪.୦ ୪.୧ ୪.୨ ୪.୩ "Tunisia". International Monetary Fund. Retrieved 2013-04-18.
  5. "Report on the Delegation of تونس". Internet Corporation for Assigned Names and Numbers. 2010. Retrieved 8 November 2010.
କଲରାପତରିଆ ବାଘ

କଲରାପତରିଆ ବାଘ (ହିନ୍ଦୀରେ तेन्दुआ, ଈଂରାଜୀରେ Leopard ବା Panther ଓ ଜୀବବିଜ୍ଞାନ ନାମ Panthera pardus) ବଡ଼ ବିଡ଼ାଳ (Felidae) ପରିବାରର ପାନ୍ଥେରା ବଂଶର ପାଞ୍ଚଟି ପ୍ରଜାତି ମଧ୍ୟରୁ ଏକ । ଆଫ୍ରିକା ଓ ଏସିଆ ମହାଦେଶରେ ବହୁଳ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ଏହି ପ୍ରାଣୀକୁ IUCN ତାଲିକାରେ Vulnerable ଶ୍ରେଣୀରେ ସ୍ଥାନିତ କରାଯାଇଛି । ଅଧିବାସ କ୍ଷୟ ଓ ବିଖଣ୍ଡିତ ହେବା ଯୋଗୁଁ ହଂକଂ, ସିଙ୍ଗାପୁର, କୁୱେତ୍, ସିରିଆ, ଲିବ୍ୟା, ଟ୍ୟୁନିସିଆ ଆଦି ସ୍ଥାନରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ମୋରୋକ୍କୋ ପରି ସ୍ଥାନରେ ଏମାନେ ଲୋପ ପାଇ ସାରିଲେଣି ।

ବର୍ତ୍ତମାନ ସମୟରେ କଲରାପତରିଆ ବାଘମାନେ ନିଜ ଅତୀତର ଭୌଗୋଳିକ ବ୍ୟାପ୍ତିର କେବଳ ୨୫% ଅଂଶରେ ସୀମିତ । ବହୁ କଲରାପତରିଆ ବାଘଙ୍କର ଅବୈଧ ଶିକାର କରାଯାଏ ଓ ଔଷଧ, ପୋଷାକ, ଚମଡ଼ା ପାଇଁ ଏମାନଙ୍କ ଦେହର ସମସ୍ତ ଅଂଶର ଚୋରା ବ୍ୟବସାୟ ଚାଲେ ।ବଡ଼ ବିଡ଼ାଳ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ତୁଳନାରେ କଲରାପତରିଆ ବାଘଙ୍କ ଗୋଡ଼ଗୁଡ଼ିକ ଛୋଟ, ଶରୀର ଟିକେ ଲମ୍ବା ଓ ମୁଣ୍ଡର ଖପୁରୀ ବଡ଼ । ଶରୀର ଗଠନରେ ଏମାନଙ୍କର ଜାଗୁଆରମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି । ତେବେ କଲରାପତରିଆ ବାଘ ଜାଗୁଆର ଅପେକ୍ଷା ସାମାନ୍ୟ ଛୋଟ ଓ ଏହା ଦେହରେ ରହିଥିବା ଦାଗର ଆକାର ମଧ୍ୟ ଜାଗୁଆରର ଦେହର ଦାଗ ତୁଳନାରେ ଛୋଟ । କଲରାପତରିଆର ଦାଗ ଜାଗୁଆର ତୁଳନାରେ ଲାଗି ଲାଗି ହୋଇ ରହିଥାଏ । ଜାଗୁଆରର ପତ୍ରଦାଗର କେନ୍ଦ୍ରରେ ଆଉ ଏକ ଛୋଟ ଦାଗ ରହିଥାଏ ଯାହା କଲରାପତରିଆ ବାଘର ଦାଗରେ ଦେଖାଯାଇନଥାଏ । କିଛି ଜାଗୁଆର ଓ କଲରାପତରିଆ ବାଘଙ୍କ ଶରୀରରେ ମେଲାନିନ୍ ଆଧିକ୍ୟ ଦେଖାଦିଏ ଓ ସେମାନେ ସମ୍ପୂର୍ଣ୍ଣ କଳା ଦେଖାଯାନ୍ତି । ଏମାନଙ୍କୁ ବ୍ଲାକ୍ ପାନ୍ଥର୍ (କଳାବାଘ) ବୋଲି ମଧ୍ୟ କୁହାଯାଏ । କଲରାପତରିଆ ବାଘର ଚମଡ଼ାର ରଙ୍ଗ ଛଳାବରଣରେ ବହୁତ ସହାୟକ ହୁଏ । ଏମାନେ ନିଜର ଛଳାବରଣ, ଚତୁର ଶିକାର ଶୈଳୀ, ଶିକାରରେ ବିବିଧତା, ଯେକୌଣସି ଅଧିବାସରେ ଖାପଖୁଆଇ ରହିପାରିବା ଓ ପ୍ରବଳ ଶକ୍ତି (ଅନାୟାସରେ ନିଜ ଶିକାରକୁ ଦାନ୍ତରେ ଭିଡ଼ିଧରି ଗଛ ଚଢ଼ିବା) ପରି ଗୁଣ ଯୋଗୁଁ ବେଶ ପରିଚିତ । ଶୁଷ୍କ, ଆର୍ଦ୍ର, ଚିରହରିତ୍, ପର୍ଣ୍ଣମୋଚୀ, ପାର୍ବତୀୟ ଏପରି ଅନେକ ଜଙ୍ଗଲରେ ଏମାନେ ରୁହନ୍ତି । କଲରାପତରିଆ ବାଘମାନେ ୫୮ କି.ମି. ପ୍ରତି ଘଣ୍ଟାର (୩୬ ମାଇଲ୍ ପ୍ରତି ଘଣ୍ଟା) ବେଗରେ ଦୌଡ଼ି ପାରନ୍ତି ।ଜୀବାଶ୍ମ ଅଧ୍ୟୟନରୁ ଜଣାଯାଇଛି ଯେ ୟୁରୋପ ଓ ଜାପାନରେ ପ୍ଲାଇଷ୍ଟୋସିନ୍ ସମୟର ଶେଷବେଳକୁ କଲରାପତରିଆ ବାଘଙ୍କ ଉଦ୍ଭବ ହୋଇଥିଲା ।

ସାଲେ-ୱାର୍କ ଜାଡ଼େ

ସାଲେ-ୱାର୍କ ଜାଡ଼େ (Amharic: ሳህለወርቅ ዘውዴ, ୨୧ ଫେବୃଆରୀ ୧୯୫୦) ଜଣେ ଇଥିଓପୀୟ ରାଷ୍ଟ୍ରଦୂତ ଓ ୪ର୍ଥ ଓ ବର୍ତ୍ତମାନର ରାଷ୍ଟ୍ରପତି ଓ ଏହି ପଦବୀରେ ଥିବା ପ୍ରଥମ ମହିଳା । ସେ ସଂଘୀୟ ସାଂସଦୀୟ ପରିଷଦଦ୍ୱାରା ୨୫ ଅକ୍ଟୋବର ୨୦୧୮ରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ ।

ଅଲଗା ଭାଷାରେ

This page is based on a Wikipedia article written by authors (here).
Text is available under the CC BY-SA 3.0 license; additional terms may apply.
Images, videos and audio are available under their respective licenses.